ପୁରୁଣା ବ୍ରହ୍ମପୁରରେ ଶ୍ରୀ ରାଧାର ମନ୍ଦିର ପ୍ରତିଷ୍ଠା ଗତ ଗୁରୁବାର ୧୯ ତାରିଖ ଦିନ ହୋଇ ଯାଇଅଛି। ମହନ୍ତ ଶ୍ରୀ କୃଷ୍ଣଚରଣ ଦାସ ଯତ୍ନ୍ନର ସହିତ ନୂତନ ମନ୍ଦିର ପ୍ରତିଷ୍ଠିତ ହୋଇଅଛି। ଶୁଣିଲୁ ସର୍ବ ସାଧାରଣଙ୍କ ଠାରୁ ମନ୍ଦିର ପାଇଁ ଚାନ୍ଦା ମଧ୍ଯ ସଂଗ୍ରହ କରାଯାଇ ନାହó।