ଏ ବର୍ଷ ଠାକୁରାଣୀ ଯାତ୍ରା ପାଇଁ ସାହି ସାହିରେ ବିଶେଷ ଆୟୋଜନ ହେଉଅଛି। ପୌର୍ଣ୍ଣମୀ ପରେ ୪/୫ ଦିନ ପଯ୍ର୍ୟନ୍ତ ଯାତ୍ରା ରହିପାରେ।